Jump to content

ତାମ୍ରାକ୍ଷ

ଉଇକିଅଭିଧାନ‌ରୁ

ତାମ୍ରାକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - କ୍ନୀ. (ତାମ୍ର+ଅକ୍ଷି; କର୍ମଧାରୟ)

[ସମ୍ପାଦନା]
୧. ରକ୍ତବର୍ଣ୍ଣ ଚକ୍ଷୁ —୧. Red eye.
୨. (ବହୁବ୍ରୀହି) କୋକିଳ —୨. The Indian cuckoo.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ରକ୍ତବର୍ଣ୍ଣ ଚକ୍ଷୁବିଶିଷ୍ଟ; କୁମ୍ଭାଟୁଆ—ଆଖିଆ — Red-eyed.