Jump to content

ତାମ୍ରିକ

ଉଇକିଅଭିଧାନ‌ରୁ

ତାମ୍ରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତାମ୍ର+ଇକ)

[ସମ୍ପାଦନା]
୧. ତାମ୍ରନିର୍ମିତ —୧. Made of copper.
୨. ତାମ୍ରମିଶ୍ରିତ —୨. Mixed with copper.
୩. ତାମ୍ରବର୍ଣ୍ଣବିଶିଷ୍ଟ —୩. Copper-coloured.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତାମ୍ୱରା —Brazier; copper smith (Apte).