Jump to content

ତାମ୍ରିକା

ଉଇକିଅଭିଧାନ‌ରୁ

ତାମ୍ରିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ତାମ୍ର+କ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ସୂକ୍ଷ୍ମ ଛିଦ୍ରମୟ ତାମ୍ରପାତ୍ର; ଯାହା ଜଳରେ ଭସାଇଲେ ଛିଦ୍ରଦ୍ୱାରା ଜଳ କ୍ରମଶଃ ପାତ୍ର ମଧ୍ୟକୁ ଉଠି ସମୟ ନିରୁପଣ କରେ; ଭାରତର ପ୍ରାଚୀନ ଘଟିକା ଯନ୍ତ୍ର — ୧. A copper-pot having a small hole at the bottom used in measuring time by placing it in a water-vessel.
୨. ପ୍ରାଚୀନ ଭାରତର ତାମ୍ରମୁଦ୍ରା (ଯାହା କି ଏକ ପଣ କଉଡ଼ି ସଙ୍ଗେ ସମାନ ଥିଲା) —୨. An old Indian copper coin which equaled in value to ୮୦ cowries.
୩. ଗୁଞ୍ଜା; କାଇଞ୍ଚ —୩. The red seeds produced from a creeper Abrus Precotorius.
୪. ପଟହ; ଢକ୍କା; ଢୋଲ —୪. Drum.