Jump to content

ତାମ୍ର ପଟ୍ଟ

ଉଇକିଅଭିଧାନ‌ରୁ

ତାମ୍ର ପଟ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାମ୍ର+ପଟ୍ଟ; ମ. ପ. ଲୋ=ତାମ୍ର ନିର୍ମିତ ପଟ୍ଟ)

[ସମ୍ପାଦନା]

ତମ୍ୱା ପାତିଆ; ତାମ୍ର ଫଳକ — A copper plate.

[ ଦ୍ର—ପୂର୍ବେ ରାଜାମାନଙ୍କ ସନନ୍ଦ ତାମ୍ର ପଟ୍ଟରେ ଖୋଳା ଯାଉଥିଲା; ବର୍ତ୍ତମାନ ନାନା ସ୍ଥାନରେ ଭୂଗର୍ଭରୁ ଅନେକ ତାମ୍ରପଟ୍ଟ ଲିଖିତ ପ୍ରାଚୀନ ଅନୁଶାସନମାନ ମିଳୁଛି]