ତାମ୍ର ପୁଷ୍ପ
ଦେଖଣା
ତାମ୍ର ପୁଷ୍ପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତାମ୍ର+ପୁଷ୍ପ; ବହୁବ୍ରୀହି)
[ସମ୍ପାଦନା]- ୧. କୋବିଦାର; ରକ୍ତକଞ୍ଚନ ଗଛ — ୧. Bauhinia Variegata (tree)
- ୨. ଭୂଇଁ ଚମ୍ପା (ଦେଖ) - ୨. Bhūiñ champā (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ରକ୍ତବର୍ଣ୍ଣ ପୁଷ୍ପବିଶିଷ୍ଟ —Red flowered.