ତାମ୍ୱି
ଦେଖଣା
ତାମ୍ୱି
ଉଚ୍ଚାରଣ
[ସମ୍ପାଦନା](ତାମି—ଅନ୍ୟରୂପ)
ପ୍ରାଦେଶିକ - (ଗଞ୍ଜାମ ଓ ସମ୍ୱଲପୁର; ସଂସ୍କୃତ - ତାମ୍ର; ସାଂଭବତଃ ଏ ପାତ୍ର ପୂର୍ବେ ତାମ୍ର ନିର୍ମିତ ଥିବାରୁ ଏ ଶବ୍ଦର ଉତ୍ପତ୍ତି ହୋଇଅଛି; ତଳୁ. ହିନ୍ଦୀ - ତାଂବୀ=ତମ୍ୱା ନିର୍ମିତ ପାତ୍ର)
[ସମ୍ପାଦନା]- ୧. ଟିଣ —୧. Tin.
- ୨. ତରଳ ପଦାର୍ଥ ଓ ଶସ୍ୟାଦି ମାପିବାପାଇଁ କାଠର ବା ଟିଣର ବଡ଼ ପାତ୍ର — ୨. A big wooden or metal measure for grains and liquids.
[ ଦ୍ର—ଏହି ମାପିବା ପାତ୍ର ଅନେକ ପ୍ରକାର ଯଥା— ୧ ଭୁତି ତାମ୍ୱି=୧୫: ତୋଳା ଓଜନ (ଏଥିରେ ମୂଲିଆଙ୍କୁ ମୂଲ ଦିଆଯାଏ) ୨ କଠା ତାମି=୯ ତୋଳା ଓଜନ (ଚାଉଳ ଆଦି ଶସ୍ୟ ମାପିବାରେ ବ୍ୟବହୃତ)୩ ସେର ତାମ୍ୱି—୮ ତୋଳା ଓଜନ (ଘିଅ ତେଲ ଆଦି ମପାଯାଏ) ୪ କର୍ହା ତାମ୍ୱି= ୧୨: ତୋଳା ଓଜନ (ଧାନ କରଜ ଦେବା ନେବା ବେଳେ ବ୍ୟବହୃତି) ]