Jump to content

ତାମ୍ୱୁଳ ପତ୍ର

ଉଇକିଅଭିଧାନ‌ରୁ

ତାମ୍ୱୁଳ ପତ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାମ୍ୱୁଳ+ପତ୍ର)

[ସମ୍ପାଦନା]
୧. (୬ଷ୍ଠୀ ତତ୍) ତାମ୍ୱୁଳ ଲତାର ପତ୍ର; ପାନ —୧. Betel leaf
୨. (ବହୁବ୍ରୀହି; ତାମ୍ୱଳ ପରି ପତ୍ର ଯାହାର) ଦେଶୀ ଆଳୁ (ହିନ୍ଦୀ - ଶବ୍ଦସାଗର) —୨. Yam.