Jump to content

ତାମ୍ୱୂଳାଧାର

ଉଇକିଅଭିଧାନ‌ରୁ

ତାମ୍ୱୂଳାଧାର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ତାମ୍ୱୂଳ+ଆଧାର; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ପାନ ବଟୁଆ —୧. Betel pouch.
୨. ପାନ ଡିବା —୨. Betel box.
୩. ଯେଉଁ ଥାଳିରେ ପାନଖିଲ ସଜା ହୋଇ ଗୃହକୁ ସମାଗତ଼ ବନ୍ଧୁ ଆଦିଙ୍କ ଆଗରେ ରଖାଯାଏ —୩. A plate of betel packets kept before guests.