ତାମ୍ୱୂଳ ବାହକ
(ତାମ୍ୱୂଳ ବାହିକା—ସ୍ତ୍ରୀ)
(ତାମ୍ୱୁଳଦ, ତାମ୍ୱୁଳଧର—ଅନ୍ୟରୂପ)
ରାଜା ଆଦିଙ୍କ ସଙ୍ଗେ ଯେଉଁ ଚାକର ପାନଖିଲ ଓ ପାନଡିବା ଆଦି ଧରି ଥାଏ — A servant who carries the chewing betel-packets and betel-box with kings and rich men.