ତାମ୍ୱୂଳ ରାଗ
ଦେଖଣା
ତାମ୍ୱୂଳ ରାଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତାମ୍ୱୂଳ+ରାଗ; ୬ଷ୍ଠୀ ତତ୍)
[ସମ୍ପାଦନା]- ୧. ପାନ ଚୋବାଇବାରୁ ଓଠରେ ହୋଇଥିବା ରକ୍ତିମା — ୧. The redness of the lips due to chewing betel.
- ୨. ପାନ ପିକ (ହିନ୍ଦୀ - ଶବ୍ଦସାଗର) — ୨. The spittle ejected after chewing betel.
- ୩. (ବହୁବ୍ରୀହି) ମସୂର ଡାଲି —୩. Lens Esculenta; a kind of pulse.