Jump to content

ତାରକସ୍

ଉଇକିଅଭିଧାନ‌ରୁ

ତାରକସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାର+ଫାରାସୀ - କଶ୍=ଓଟାରିବା ବ୍ୟକ୍ତି)

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ଜନ୍ତା ସାହାଯ୍ୟରେ ଧାତୁର କାଢ଼ିରୁ ତାର ତିଆର କରେ —୧. One who manufactures wire from metal rods.
୨. ଯେଉଁ କାରିଗର ତାରକସି କାମରେ ଅଳଙ୍କାର ଆଦି କରେ —୨. A person who manufactures wire-work; a wire-worker.