Jump to content

ତାରକାମୟ

ଉଇକିଅଭିଧାନ‌ରୁ

ତାରକାମୟ

ଉଚ୍ଚାରଣ

[ସମ୍ପାଦନା]
(ତାରକାମୟୀ—ସ୍ତ୍ରୀ))
  • (file)

ସଂସ୍କୃତ - ବିଶେଷଣ - (ତାରକା+ବହୁଳାର୍ଥେ ମୟ)

[ସମ୍ପାଦନା]

ତାରକାରେ ପୂର୍ଣ୍ଣ —Full of stars; starry.

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍ ବା ରୂପକ; ତାରକା+ ଆମୟ; ତାରକାସୁରର ବ୍ୟାଧିସ୍ୱରୂପ; ଏହାଙ୍କ ବୀର୍ଯ୍ୟରୁ ଉତ୍ପନ୍ନ କାର୍ତ୍ତିକେୟ ତାରକାସୁରକୁ ବଧ କରିଥିବାରୁ)

[ସମ୍ପାଦନା]

ଶିବ; ମହାଦେବ (ହିନ୍ଦୀ - ଶବ୍ଦସାଗର) —Ṡiba.