ତାରଣ
ଦେଖଣା
ତାରଣ
ଉଚ୍ଚାରଣ
[ସମ୍ପାଦନା](ତାରିଣୀ—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - ପୁଂ—(ତୃ ଧାତୁ ଣିଚ; ତାରି ଧାତୁ+କର୍ତ୍ତୃ. ଅନ)
[ସମ୍ପାଦନା]- ୧. ତ୍ରାଣକାରୀ; ଉଦ୍ଧାରକାରୀ — ୧. Delivering; redeeming.
- ୨. ରକ୍ଷାକାରୀ —୨. Saving.
ବିଶେଷ୍ୟ - (+ଭାବ ଅନ)
[ସମ୍ପାଦନା]- ୧. ବିପଦାଦିରୁ ଉଦ୍ଧାର କାରିବା — ୧. Deliverance; saving a person.
- ୨. ଅନ୍ୟକୁ ପାରି କରିବା — ୨. Talking across; ferrying across.
- ୩. ମୁକ୍ତି —୩. Salvation.
- ୪. (+କର୍ତ୍ତୃ. ଅନ)—ଉଦ୍ଧାରକ ବ୍ୟକ୍ତି; ତ୍ରାଣକର୍ତ୍ତା ବ୍ୟକ୍ତି — ୪. Deliverer; redeemer.
- ୫. ରକ୍ଷାକର୍ତ୍ତା —୫. Saviour.
- ୬. ବିଷ୍ଣୁ —୬. Bishṇu.
- ୭. (+କରଣ ଅନ) ଭେଳା —୭. Raft.