Jump to content

ତାରତମେ

ଉଇକିଅଭିଧାନ‌ରୁ

ତାରତମେ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି.ବିଶେଷଣ -

[ସମ୍ପାଦନା]

ନ୍ୟୂନାଧିକ ହୋଇ; ଭିନ୍ନ ଭିନ୍ନ ରୂପେ; ପୃଥକ ରୂପେ —Differently

ଯେଣୁ ଏ ପୁରୁଷଙ୍କ ଦେହେ ସେ ହରି ତାରତମେ ରହେ ଜଗନ୍ନାଥ. ଭାଗବତ