Jump to content

ତାରତମ୍ୟ ବୋଧ

ଉଇକିଅଭିଧାନ‌ରୁ

ତାରତମ୍ୟ ବୋଧ

ଉଚ୍ଚାରଣ

[ସମ୍ପାଦନା]

ତାରତମ୍ୟ ବିବେଚନା, ତାରତମ୍ୟ ବିଚାର—ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ତାରତମ୍ୟ+ବୋଧ)

[ସମ୍ପାଦନା]

ଏକାଧିକ ବସ୍ତୁ ମଧ୍ୟରେ କିଏ ବଡ଼ ଓ କିଏ ସାନ ଏହି ବିବେଚନା — Consideration of the comparative greatness or smallness amongst two or more things.