ତାରତର
ଦେଖଣା
ତାରତର
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୋଭା — ୧. Beauty.
- ୨. ଦୀପ୍ତି —୨. Splender; lustre.
ବହେ ମିତ୍ରଘ୍ନ ନାମ ଯେ ସାର ବିଘ୍ନ କରେ ମିତ୍ର ତାରତର ଭଞ୍ଜ. ବୈଦେହୀଶବିଳାସ
ବିଶେଷଣ - (ସଂସ୍କୃତ - ତାର)
[ସମ୍ପାଦନା]- ୧. ଦେଦୀପ୍ୟମାନ; ସୁନ୍ଦର — ୧. Dazzling; beautiful.
ବିପ୍ର ତାରତର ସାର ନବୀନ, ବିଷମ ପ୍ରଭାତରେ ବିହଗହୀନ ଉପନ୍ଦ୍ରେଭଞ୍ଜ ବୈଦେହାଶବିଳାସ
- ୨. ଅଧିକ —୨. Much; excessive.
ଏହା ଶୁଣି କେ ଭାଷିଲା ସତେ ମତେ ଆଭାଷିଲା, ନୋହିଲେ କି କଷ୍ଟ ତାରତର ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି
ସଂସ୍କୃତ - ବିଶେଷଣ - (ତାର+ତର)
[ସମ୍ପାଦନା]- ୧. ଅପେକ୍ଷାକୃତ ଉଚ୍ଚ (ସ୍ୱର) — ୧. Louder
- ୨. ଅପେକ୍ଷାକୃତ ଉଜ୍ଜ୍ୱଳ —୨. Brighter.
- ୩. ଅପେକ୍ଷାକୃତ ସୁନ୍ଦର —୩. More beautiful.