Jump to content

ତାରପରା

ଉଇକିଅଭିଧାନ‌ରୁ

ତାରପରା

ଉଚ୍ଚାରଣ

[ସମ୍ପାଦନା]

(ତାର୍ପରା, ତାପରି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ

[ସମ୍ପାଦନା]
୧. ଗୁଣରେ ବା ରୂପରେ ଅଦ୍ୱିତୀୟ; ଅତୁଳନୀୟ —୧. Incomparable; matchless.
୨. ଅତି ଉକୃଷ୍ଟ —୨. Excellent.

(ଯଥା—ହାଇରେ ବିଧାତା ! ତାର ପରା ଝିଅକୁ ଏ ଅଲକ୍ଷଣା ବର ଖଞ୍ଜିଲୁ !)

ଦେଶଜ - ଅ.

[ସମ୍ପାଦନା]

ତାହାପରି; ତତ୍ସଦୃଶ —Like him, her or that.