Jump to content

ତାରାକ୍ଷ

ଉଇକିଅଭିଧାନ‌ରୁ

ତାରାକ୍ଷ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]
୧. ତାରାକ୍ଷ ନାମଧାରୀ ବାନରବିଶେଷ — ୧. The name of a monkey in the war of Rāmāyaṇa.

ବାଳି ପୁତ୍ର ଜାମ୍ୱୁବ ତାରାକ୍ଷ ସାତେ ଯାଇ ଉପେନ୍ଦ୍ରଭଞ୍ଜ. ବୌଦେହୀଶବିଳାସ


[ଦ୍ରଷ୍ଟବ୍ୟ — ରାମଚନ୍ଦ୍ର ରାବଣ ସହିତ ଯୁଦ୍ଧ କରିବା ସମୟରେ ଏ ରାମଚନ୍ଦ୍ରଙ୍କ ପକ୍ଷରେ ସିଗ୍ରୀବଙ୍କ ଜଣେ ସେନାପତି ଥିଲେ ]

୨. ତାରକାକ୍ଷ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୨. Tārakākshya (See)