Jump to content

ତାରାପଥ

ଉଇକିଅଭିଧାନ‌ରୁ

ତାରାପଥ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାରା+ପଥ; ୬ଷ୍ଠୀ ତତ୍)

[ସମ୍ପାଦନା]
୧. ଆକାଶ — ୧. The sky; the firmament.
୨. ନଭୋମଣ୍ଡଳ —୨. Welkin.

ତାରାପଥୁଁ ଖସେ ଅବନୀ ତଳ, ଆଡମ୍ୱର ଦେଶ ଦିଶେ ଉଜ୍ଜ୍ୱଳ ମଧୁସୁଦନ. ଅଯୋଧ୍ୟାପ୍ରତ୍ୟାବର୍ତ୍ତନ