ତାରାପୁଞ୍ଜ
(ତାରାବଳି (ଳୀ)—ଅନ୍ୟରୂପ)
ଏକସ୍ଥାନରେ ପରସ୍ପର ନିକଟରେ ଥିବା ନକ୍ଷତ୍ର ସମୂହ —A group of stars; galaxy; stellar group; constellation.