Jump to content

ତାରାମଣ୍ଡଳ

ଉଇକିଅଭିଧାନ‌ରୁ

ତାରାମଣ୍ଡଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତାରା +ମଣ୍ଡଳ=୬ଷ୍ଠୀ ତତ୍)

[ସମ୍ପାଦନା]
୧. ବହୁ ନକ୍ଷତ୍ରଙ୍କ ମିଶ୍ରଣରେ ହୋଇଥିବା ଆକାଶ ମଣ୍ଡଳ —୧. The zodiac; the stellar orb
୨. ପ୍ରକାଣ୍ଡ ଦେବମନ୍ଦିର —୨. A very big temple.
୩. ଏକପ୍ରକାର ବାଣ ବା ଆତସବାଜୀ (ହି ଶବ୍ଦସାଗର) — ୩. A kind of fire-works.