ତାରାମୃଗ
ଦେଖଣା
ତାରାମୃଗ
ଉଚ୍ଚାରଣ
[ସମ୍ପାଦନା]=== ସଂସ୍କୃତ - ବିଶେଷ୍ୟ - (ତାର ଚିହ୍ନଯୁକ୍ତ ମୃଗ; ମ. ପ. ଲୋ)
ମାୟାମୃଗ; ଯେଉଁ ମୃଗରୂପଧାରୀ ରାକ୍ଷସକୁ ଦେଖି ସୀତା ପ୍ରଲୋଭିତ ହୋଇଥିଲେ —୧. A starred deer (which was really a demon in disguise) by which Sītā was beguiled.
- ୨. (ଜ୍ୟୋତିଷ) ମୃଗଶିରା ନକ୍ଷତ୍ର —୨. The ୫th constellation of stras in Hindu Astronomy.