ତାରିପ୍
ଦେଖଣା
ତାରିପ୍
ଉଚ୍ଚାରଣ
[ସମ୍ପାଦନା]ତାରିପି, ତାରିଫିଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ (ଆରବୀ - ତାରିଫ୍)
[ସମ୍ପାଦନା]- ୧. ପ୍ରଶଂସା — ୧. Priase; applause.
- ୨. ଉତ୍କୃଷ୍ଟତା —୨. Excellence.
ବିଶେଷଣ -
[ସମ୍ପାଦନା]- ୧. ଉତ୍କୃଷ୍ଟ —୧. Excellent.
- ୨. ପ୍ରଶଂସିତ —୨. Praise-worthy; praised; applauded.
କ୍ରି.ବିଶେଷଣ -
[ସମ୍ପାଦନା]ଉତ୍କୃଷ୍ଟ ରୂପେ —Excellently.