Jump to content

ତାର୍ଯ୍ୟ

ଉଇକିଅଭିଧାନ‌ରୁ

ତାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୃ ଧାତୁ= ପାର ହେବା+ କର୍ମବାଚ୍ୟ. ଯ)

[ସମ୍ପାଦନା]

ତରଣୀୟ; ପାରି ହେବାର ଉପଯୁକ୍ତ —Fit to be crossed; that which can be crossed.

ବିଶେଷ୍ୟ -

[ସମ୍ପାଦନା]

ନଦୀଆଦି ପାରି ହେବାର ଶୁକ୍ଳ; ଘାଟମାସୁଲ — Fees for crossing a ferry; ferry-toll.