ତାର ଅଫିସ
(ତରା ଘର—ଅନ୍ୟରୂପ)
ଟେଲିଗ୍ରାଫ୍ ଅଫିସ୍; ଯେଉଁ ସରକାରୀ କାର୍ଯ୍ୟାଳୟରେ ତାରଦ୍ୱାରା ଦୂର ଦୂର ସ୍ଥାନ ମଧ୍ୟରେ ସଂବାଦାଦିର ଗ୍ରହଣ ଓ ପ୍ରେରଣ କରାଯାଏ — Telegraph office.