Jump to content

ତାର ଗ୍ରାମ

ଉଇକିଅଭିଧାନ‌ରୁ

ତାର ଗ୍ରାମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଙ୍ଗୀତ)

[ସମ୍ପାଦନା]
୧. ଜୀଲ୍ ସ୍ୱର; ଖୁବ୍ତୀକ୍ଷ୍ଣ, ବା କେଁ କେଁୟାଁ ସ୍ୱର —୧. Sharp or shrill note.

କଣ୍ଠକୁ ତାର ଗ୍ରାମରେ ଯନ୍ତ୍ରି କୀରେ ଗଗନେ ଗମନ କରନ୍ତି ଦୀନକୃଷ୍ଣ. ରସକଲ୍ଲୋଳ

୨. ବେହେଲା, ହାର୍ମୋନିଅମ୍ ଆଦିର ତୀକ୍ଷ୍ଣ ସପ୍ତକ — The shrill octave in music.