Jump to content

ତାର ଚନ୍ଦ୍ର ଶୁଦ୍ଧି

ଉଇକିଅଭିଧାନ‌ରୁ

ତାର ଚନ୍ଦ୍ର ଶୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ବିଶେଷ୍ୟ - (ଦ୍ୱନ୍ଦ୍ୱ ଓ ୬ଷ୍ଠୀ ତତ୍; ତାର+ଚନ୍ଦ୍ର+ଶୁଦ୍ଧି)

ଜ୍ୟୋତିଷଶାସ୍ତ୍ରର ଗଣନାମତେ ମନୁଷ୍ୟ ପକ୍ଷରେ ଶୁଭ ଚନ୍ଦ୍ର ଓ ତାରକ ଘଟିବା ଅବସ୍ଥା — Auspicious astrological combination of stars and the moon on any fixed day.