ତାର ମାକ୍ଷିକ
ଦେଖଣା
ତାର ମାକ୍ଷିକ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ତାର=ରୋପ୍ୟ+ମାକ୍ଷିକ= ମିଶ୍ରିତ)
[ସମ୍ପାଦନା]ରଜତ ତୁଲ୍ୟ ଉପାଧାତୁବିଶେଷ; ରୌପ୍ୟ— ମାକ୍ଷିକ ନାମକ ଉପଧାତୁ — Iron phyrites; a mineral ferri Suiphuratum.
[ଦ୍ରଷ୍ଟବ୍ୟ —ତାର ମାକ୍ଷିକ ରୁପାର ଉପଧାତୁ; ବୈଦ୍ୟଶାସ୍ତ୍ର ମତରେ ଏହା କିଞ୍ଚିତ୍ ତିକ୍ତ ମଧୁର ରସ, ମଧୁର ବିପାକ, ଶୁକ୍ରବର୍ଦ୍ଧକ, ରସାୟନ ଓ ଚକ୍ଷୁର ହିତକର ଏହା ବସ୍ତି ରୋଗ, କୁଷ୍ଠ ପାଣ୍ଡୁ, ପ୍ରମେଦ, ବିଷ, ଇଦର ଅର୍ଶଃ,ଶୋଥ, କ୍ଷୟ, କଣ୍ଡୁ ଓ ତ୍ରିଦୋଷ ନାଶକ—ଦେବେନ୍ଦ୍ର. ଦ୍ରବ୍ୟଗୁଣ ]