ତାଲାଙ୍କ
ଦେଖଣା
ତାଲାଙ୍କ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ତାଳ+ଅଙ୍କ=ଚିହ୍ନ)
[ସମ୍ପାଦନା]- ୧. ତାଳଧ୍ୱଜ; ବଳରାମ —୧. Baḻarāma.
- ୨. ମହାଦେବ; ଶିବ —God Ṡiba.
- ୩. ତାଳପତ୍ରରେ ଲିଖିତ ପୁସ୍ତକ; ପୋଥି — ୩. Palm leaf manuscript.
- ୪. ଶାକବିଶେଷ —୪. A kind of pot herb.
- ୫. ତାଳଜଂଘ ପୁରୁଷ — ୫. A man of devloped thighs.
- ୬. ଭୀଷ୍ମ ଦେବ —୬. A name of Bhīshma.