Jump to content

ତାଲା ଅଟକେଇବା

ଉଇକିଅଭିଧାନ‌ରୁ

ତାଲା ଅଟକେଇବା

ଉଚ୍ଚାରଣ

[ସମ୍ପାଦନା]

[ତାଲାଠକେଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି କୋଲପକୁ ଚାବି ନ ପକାଇ ଚାବି ପକାଇବା ପରି ଦେଖାଯିବା ଭଳି ଦ୍ୱାରରେ ଖଟାଇବା — To put an unclosed padlock on the door in an apparently closed position.