ତାଲା ଦେବା
ଦେଖଣା
ତାଲା ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଲା ଦେବା
|
ତାଲା ଠୁଁକିବା; ତାଲା ପକା(କେ)ଇବା, ତାଲା ବନ୍ଦ କରିବା; ତାଲା ଲଗା(ଗେ)ଇବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଘରର କବାଟରେ କୋଲପ ପକାଇବା; ଦ୍ୱାରରେ କୋଲପ ଠୁଙ୍କିଦ୍ୱାରା ବନ୍ଦ କରିବା — To padlock a door; to lock up a door.