Jump to content

ତାଲିମ୍

ଉଇକିଅଭିଧାନ‌ରୁ

ତାଲିମ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତାଲୀମ୍)

[ସମ୍ପାଦନା]
୧. ଶିକ୍ଷା; ଅଭ୍ୟାସାର୍ଥ ଉପଦେଶ —୧. Training; coaching.
୧. ଶିକ୍ଷାଦାନ — ୨. Tuition; instruction; teaching.
୩. ପ୍ରାଥମିକ ଶିକ୍ଷା —୩. Primary instruction.
୪. ରଙ୍ଗମଞ୍ଚରେ ଅଭିନୟ ପୂର୍ବରୁ ନର୍ତ୍ତକମାନଙ୍କର ପାଇବା ଅଭିନୟରେ ଶିକ୍ଷା —୪. Rehearsal.

ବିଶେଷଣ -

[ସମ୍ପାଦନା]

ଶିକ୍ଷିତ —Trained; disciplined.