Jump to content

ତାଲୁକ

ଉଇକିଅଭିଧାନ‌ରୁ

ତାଲୁକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଅଲ୍ଲୁକ୍)

[ସମ୍ପାଦନା]
୧. ଭୂସମ୍ପତ୍ତି; ଜମିଦାରି ମାହାଲ — ୧. Estate; zamindari.
୨. ରାଜସ୍ୱ ଆଦାୟ ବା ଶାସନ ସୁବିଧା ନିମନ୍ତେ କରାଯାଇଥିବା ଦେଶର ବିଭାଗ — ୨. Fiscal sub-division.

[ ଦ୍ର—ଏହାର ସାଙ୍କେତିକ ଚିହ୍ନ ତା; ଯଥା— ତା ରଘୁନାଥପୁର= ତାଲୁକେ ରଘୁନାଥପୁର ତାଲୁକ କେତେଗୁଡ଼ିଏ ପ୍ରଗନ୍ନାର ସମଷ୍ଟି]