ତାଲୁକା
ଦେଖଣା
ତାଲୁକା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ତାଲୁକା
|
ବୈଦେଶିକ - ବିଶେଷ୍ୟ - (ଆରବୀ - ତଅଲ୍ଲୁକ୍)
[ସମ୍ପାଦନା]- ୧. ଭୂସମ୍ପତ୍ତି; ଜମିଦାରି ମାହାଲ — ୧. Estate; zamindari.
- ୨. ରାଜସ୍ୱ ଆଦାୟ ବା ଶାସନ ସୁବିଧା ନିମନ୍ତେ କରାଯାଇଥିବା ଦେଶର ବିଭାଗ — ୨. Fiscal sub-division.
[ ଦ୍ର—ଏହାର ସାଙ୍କେତିକ ଚିହ୍ନ ତା; ଯଥା— ତା ରଘୁନାଥପୁର= ତାଲୁକେ ରଘୁନାଥପୁର ତାଲୁକ କେତେଗୁଡ଼ିଏ ପ୍ରଗନ୍ନାର ସମଷ୍ଟି]
ତାଲୁକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଲୁକା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳୁ)
[ସମ୍ପାଦନା]- ୧. ପାଟିର ତାଳୁ — ୧. Palate.
- ୨. ଗୋଡ଼ ତଳିପାର ମଧ୍ୟଭାଗ — ୨. The middle of the sole of the foot.
- ୩. ଗୋଡ଼ତଳିପା ବା ତଳୁକାରେ ଉଠିବା ବ୍ରଣ — ୩. A boil on the heel.
- ୪. ମୁଣ୍ଡର ତାଳୁ —୪. Crown of the head.
ତାଲୁକା
ଉଚ୍ଚାରଣ
[ସମ୍ପାଦନା]ପ୍ରାଦେଶିକ - (ଗଞ୍ଜାମ) ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା]ତାଲୁକ (ଦେଖ) - Tāluka (See)