ତାଲୁକା ଫୁଟା
ଦେଖଣା
ତାଲୁକା ଫୁଟା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷଣ -
[ସମ୍ପାଦନା]ଭୂମିରେ ଥିବା ଯେଉଁ ବଡ଼ ବଡ଼ ପଥର ବା ମାଟିଟେଳାରେ ଚାଲିବା ଲୋକର ଗୋଡ଼ର ତାଳୁକା ଫୁଟିଯାଏ —Big clods or bats of stone or earth which hit the middle of the heel of the way- farer.
ଦେଶଜ - ଅ
[ସମ୍ପାଦନା]ସବାରିକାନ୍ଧିଆ ଗଉଡ଼ମାନଙ୍କର ଡାକବିଶେଷ — A halloo of palky-bearers.
[ ଦ୍ର—ଚାଲିବା ବାଟରେ ଗୋଡ଼ର ତାଳୁକା ଫୁଟାଇବା ଭଳି ବଡ଼ ବଡ଼ ଢିମା ଥିଲେ ସବାରି କାନ୍ଧରେ ଯାଉଥିବା ବେଳେ ଗଉଡ଼ ମାନେ ଏହି ଡାକ ଦିଅନ୍ତି]