Jump to content

ତାଲୁକ ବୋର୍ଡ଼

ଉଇକିଅଭିଧାନ‌ରୁ

ତାଲୁକ ବୋର୍ଡ଼

ଉଚ୍ଚାରଣ

[ସମ୍ପାଦନା]

(ତାଲୁକାବୋର୍ଡ଼—ଅନ୍ୟରୂପ)

  • (file)

ବୈଦେଶିକ - (ଆରବୀ - ତଅଲ୍ଲୁକ+ ଇଂରାଜୀ - ବୋର୍ଡ଼) ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

ସ୍ୱାୟତ୍ତଶାସନ ପ୍ରଣାଳୀଦ୍ୱାରା ପରିଚାଳିତ ମାନ୍ଦ୍ରାଜ ପ୍ରଦେଶର ଜିଲ୍ଲାର ସବ୍ଡ଼ିଭିଜନସ୍ଥ ବୋର୍ଡ଼; ମାନ୍ଦ୍ରାଜ ପ୍ରଦେଶସ୍ଥ ଲୋକାଲ ବୋର୍ଡ଼ —Local Boards in subdivisions of Madras.