Jump to content

ତାଲୁକ ମଜକୁରୀ

ଉଇକିଅଭିଧାନ‌ରୁ

ତାଲୁକ ମଜକୁରୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମୁସଲମାନ ଅମଳରେ ରାଜସ୍ୱ ସଂକ୍ରାନ୍ତି ପ୍ରଗନ୍ନାର ବିଭାଗବିଶେଷ —Name of a fiscal division during the Mahomedan rule in India.

[ ଦ୍ର—ପ୍ରତ୍ୟେକ ପ୍ରଗନ୍ନା ରାଜସ୍ୱ ସଂକ୍ରନ୍ତି କର୍ମଚାରୀମାନଙ୍କ ନାମାନୁସାରେ ତାଲୁକ ଚୌଧୁରୀ, ତାଲୁକ ମଜକୁରୀ ବା ମକଦ୍ଦମୀ ମଜକୁରୀ ଇତ୍ୟାଦି ୫ ଭାଗରେ ବିଭକ୍ତ ଥିଲା—କୃପାସିନ୍ଧୁ ଇତିହାସ]