Jump to content

ତାଳକ

ଉଇକିଅଭିଧାନ‌ରୁ

ତାଳକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - କ୍ଳୀ. (ତାଳ+କ)

[ସମ୍ପାଦନା]
୧. ଦ୍ୱାରରୋଧକ ଯନ୍ତ୍ର; ତାଲା; କୋଲପ — ୧. A lock.
୨. କବାଟର କିଳିଣୀ —୨. Bolt of a door.
୩. ହରିତାଳ —୩. Yellow orpiment.
୪. ସୁଗନ୍ଧ ମୃତ୍ତିକା —୪. Scented earth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତାଳ ଫଳ —Palm fruit.

ତିଳକୁ ତାଳକ ତୁଲ୍ୟ କରେ କବିସୂର୍ଯ୍ୟ, ରତ୍ନାକର ଚମ୍ପୂ