Jump to content

ତାଳଗଛିଆ କରିବା

ଉଇକିଅଭିଧାନ‌ରୁ

ତାଳଗଛିଆ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.—(ତୁଳ. ଗବଗଛିଆ କରିବା)

[ସମ୍ପାଦନା]
୧. ଟେକାଟେକି କରିବା; ଖୋସାମତ କରିବା; ଚାଟୁ କରିବା —୧. To flatter.
୨. କୌଣସି ବ୍ୟକ୍ତିକୁ ଖୁବ୍ ବଡ଼ ବା ମହତ୍ ବୋଲି ପ୍ରଚାର କରିବା —୨. To represent a man to be bigher than what he actually is; to raise a person to the skies.