ତାଳଚେର
ଦେଖଣା
ତାଳଚେର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଓଡ଼ିଶାର ଗଡ଼ଜାତ ରାଜ୍ୟବିଶେଷ — Name of a state in Orissa.
[ଦ୍ରଷ୍ଟବ୍ୟ —ପ୍ରାଚୀନ କାଳରେ ଏହା ଗୋଟିଏ ବଣ ଜଙ୍ଗଲପୂର୍ଣ୍ଣ ରାଜ୍ୟ ଥିଲା ପ୍ରାୟ ଚତୁର୍ଦ୍ଦଶ ଶତାବ୍ଦୀରେ ଅଯୋଧ୍ୟା ରାଜବଂଶର ଜଣେ ରାଜପୁରୁଷ ଉତ୍କଳର ସ୍ୱାଧୀନ ଗଜପତି ରାଜାଙ୍କ ଆଶ୍ରୟରେ ଏଠାରେ ରାଜା ହେଲେ ଉକ୍ତ ରାଜା ବହୁତ ତାଳଗଛ ତାଡି ରାଜ୍ୟ ପ୍ରସ୍ତୁତ କରିଥିବାରୁ ଏହାର ଏପରି ନାମ ହେଲା (କୃପାସିନ୍ଧୁ ଇତିହାସ) ଏହି ରାଜବଂଶର 'ବ୍ୟାଘ୍ର' ସନ୍ତକ ବର୍ତ୍ତମାନ ଏଠାରେ କୋଇଲା ଖଣି ଆବିଷ୍କୃତ ହୋଇଅଛି ଓ ବିଶେଷ୍ୟ - ଏନ୍. ଆର୍ କମ୍ପାନୀ ଏଠାକୁ କଟକଠାରୁ ଗୋଟିଏ ଶାଖା ଲାଇନ୍ ଖୋଲିଅଛନ୍ତି ]