ତାଳଜ
ତାଳଗଛର ରସ; ତାଡ଼ୀ —Toddy from palm tree.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର ମତରେ ଏହା ମତ୍ତତାଜନକ ଓ ବାସି ହେଲେ ପିତ୍ତବର୍ଦ୍ଧକ ଓ ବାତଦୁଷ୍ଟି ନାଶକ ]