Jump to content

ତାଳଜଂଘ

ଉଇକିଅଭିଧାନ‌ରୁ

ତାଳଜଂଘ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ତାଳ+ଜଂଘା)

[ସମ୍ପାଦନା]

ତାଳଗଛପରି ଜଂଘବିଶିଷ୍ଟ —Having well developed and muscular thinghs like the trunk of a palm-tree.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

 : ଯଦୁବଂଶୀୟ ରାଜାବିଶେଷ — ୧. Name of a King of the J̄adu dynasty.


[ଦ୍ରଷ୍ଟବ୍ୟ —ଏହାଙ୍କ ପୁତ୍ର ରାଜା ସରଗଙ୍କ ପିତା ଅସିତଙ୍କୁ ରାଜ୍ୟଚ୍ୟତୁ କରାଇଥିଲେ]

୨. ରାକ୍ଷସବିଶେଷ —୨. Name of a demon.
୩. ପ୍ରାଚୀନ ଦେଶବିଶେଷ (ହିନ୍ଦୀ - ଶବ୍ଦସାଗର) — ୩. Name of an ancient country.