Jump to content

ତାଳପତ୍ର ସିପାଇ

ଉଇକିଅଭିଧାନ‌ରୁ

ତାଳପତ୍ର ସିପାଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତାଳପତ୍ର ସିପେଇ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ତାଳପତ୍ରରେ ପ୍ରସ୍ତୁତ ସିପାହି ମୃର୍ତ୍ତି ଯେପରି ପବନର ସାମାନ୍ୟ ଆଘାତରେ ଉଡ଼ିଯାଏ ସେହିପରି) ଯେଉଁ ବ୍ୟକ୍ତି ଅଳ୍ପକେ ଦବି ଯାଏ ବା ଡ଼ରି ଯାଏ; କ୍ଷୀଣ; ଦୁର୍ବଳ ଓ ଭୀରୁ ଲୋକ —A weak,lean and timid person.