Jump to content

ତାଳସ୍ତନୀ

ଉଇକିଅଭିଧାନ‌ରୁ

ତାଳସ୍ତନୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ବହୁବ୍ରୀହି; ତାଳ+ସ୍ତବ+ସ୍ତ୍ରୀ. ଈ)

[ସମ୍ପାଦନା]

ତାଳ ଫଳ ପରି ପୃଥୁଳଯୁକ୍ତା (ସ୍ତ୍ରୀ) — (women) Having brests big like palm fruits.

ତାଳ ପୃଥଳ ବିଶାଳରୂତି ହରିତାଳ ସୁଘଟିତ ତାଳସ୍ତନିରେ କବିସୂର୍ଯ୍ୟ. ସଙ୍ଗୀତ