Jump to content

ତାଳାନ୍ତ

ଉଇକିଅଭିଧାନ‌ରୁ

ତାଳାନ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତାଳ+ ଅନ୍ତ)

[ସମ୍ପାଦନା]

ସଙ୍ଗୀତରେ ଦିଆଯିବା ତାଳର ବିରାମ — A rest in music.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଅତ୍ୟନ୍ତ କ୍ଳାନ୍ତି —Exhaustion.

ଦେଶଜ - ବିଶେଷଣ -

[ସମ୍ପାଦନା]

ଆକ୍ରାନ୍ତ; ଅତି କ୍ଳାନ୍ତ — Overpowered; exhausted.