Jump to content

ତାଳୁ

ଉଇକିଅଭିଧାନ‌ରୁ

ତାଳୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ତୃ ଧାତୁ= ଗମନ କରିବା+ କରଣେ. ଉ; ଢୁଳ. ତା. ତାଳେ; ତେଲୁଗୁ - ତାଳ; ଯାହାଦ୍ୱାରା ଶବ୍ଦ ନିର୍ଗତ ହୁଏ)

[ସମ୍ପାଦନା]

ପାଟି ମଧ୍ୟର ତାଳୁକା ବା ଊର୍ଦ୍ଧ୍ୱତମ ସ୍ଥାନ; ମୂର୍ଦ୍ଧ ଓ ଦନ୍ତର ମଧ୍ୟବର୍ତ୍ତୀ ସ୍ଥାନ; ପାଟି ଉପରର ଛାତ — The palate or roof of the mouth.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନୁଷ୍ୟମୁଣ୍ଡର ଊର୍ଦ୍ଧ୍ୱତମ ଅଂଶ — ୧. The corona or crown of the head.
୨. ପର୍ବତାଦିର ଶିଖ — ୨. Top (of a mountain)