ତାଳୁଆ
ଦେଖଣା
ତାଳୁଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାଳୁଆ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ପାଟିର) ତାଳୁ — ୧. Palate.
- ୨. ମୁଣ୍ଡର ତାଳୁ —୨. Crown of the head.
- ୩. ଗୋଡ଼ର ତାଳୁକା — ୩. The arch of the sole of the foot.
ଦେଶଜ - ବିଶେଷଣ -
[ସମ୍ପାଦନା]ଯେ ଠିକ୍ମତେ ଗୀତର ତାଳ ପକାଏ —One who correctly beats measure to a song.