Jump to content

ତାଳୁ ଉଠାଇବା

ଉଇକିଅଭିଧାନ‌ରୁ

ତାଳୁ ଉଠାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ପିଲାର ଜନ୍ମ ମାତ୍ରକେ ତାହାର ପାଟିରେ ଆଙ୍ଗୁଠି ପୂରାଇ ତାଳୁକୁ ଉପର ଆଡ଼କୁ ଟିପି ଦେବା —To press up the palate of a just born baby to raise it towards the crown of its head.