Jump to content

ତାଳ ଅଂଶା

ଉଇକିଅଭିଧାନ‌ରୁ

ତାଳ ଅଂଶା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତାଳ ଅଂଶ, ତାଳଅଂଶ—ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ+ଅଂଶ)

[ସମ୍ପାଦନା]

ତାଳ ଗଛର ଗଣ୍ଡିର ଆବରଣ ଅଂଶରେ ଥିବା ପୋଖତ ଟାଣ ତନ୍ତୁ — The hard fibres of the bark and trunk of a palm tree.

[ଦ୍ରଷ୍ଟବ୍ୟ —ଯେଉଁ ତାଳଗଣ୍ଡିର ଅଂଶା ପୋଖତ ବା ପାବଳ ହୋଇଥାଏ ତାହା ଭାରି ଟାଣୁଆ ଓ ଚିରସ୍ଥାୟୀ ତେଣୁ ଲୋକେ ଏ ତାଳଗଣ୍ଡିକୁ ଫାଳ ଫାଳ କରି ଚିରି ଘରର ଶେଣୀ ଓ ପଥରତଳେ ଆଡ଼ଧାରଣାରୂପେ ବ୍ୟବହାର କରନ୍ତି ଦେଉଳମାନଙ୍କ ପାଟପଥର ତଳେ ତାଳର ଆଡ଼ଧାରଣା ଦିଆଯାଏ ଓ ଏମାନ ଶତ ଶତ ବର୍ଷ ସ୍ଥାୟୀ]