Jump to content

ତାଳ କଣା

ଉଇକିଅଭିଧାନ‌ରୁ

ତାଳ କଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ତାଳ+କାଣ)

[ସମ୍ପାଦନା]
୧. ଗୀତ ଆଦି ବୋଲାଯିବା ସମୟରେ ଯେଉଁ ବ୍ୟକ୍ତି ଉପଯୁକ୍ତ ତାଳ ଅନୁସାରେ ତାଳ ପକାଇ ପାରେ ନାହିଁ; ତାଳଜ୍ଞାନଶୂନ୍ୟ —୧. Having no adequate knowledge of musical measure.
୨. (ଲକ୍ଷଣାର୍ଥ) ମୂର୍ଖ —୨. (figurative) Ignorant.
୩. ଯେଉଁ ବ୍ୟକ୍ତି ଦେଶ କାଳ ପାତ୍ର ଦେଖି କଥା କହି ନ ପାରେ ବା କାର୍ଯ୍ୟ କରି ନ ପାରେ — ୩. One who cannot adapt himself to his surroundings.